ନିମନ୍ତ୍ରଣ ପତ୍ର ଚିରିଲେ ପୂର୍ବତନ ମନ୍ତ୍ରୀ

ପୂର୍ବତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମଙ୍କୁ MSCBU ସମାବର୍ତ୍ତନ ଉତ୍ସବକୁ ପୁଲିସ ନ ଛାଡିବାରୁ ରାଗରେ ନିମନ୍ତ୍ରଣ କାର୍ଡ ଚିରିଦେଇ ଥିବା ଦେଖିବାକୁ ମିଳିଛି।

ନିମନ୍ତ୍ରଣ କରି ଅପମାନିତ କରାଯାଇଥିବା କହିଛନ୍ତି ସରସ୍ବତୀ ହେମ୍ବ୍ରମ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes