ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନୀ’ ଆଜି ସକାଳେ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଠାରୁ ଦକ୍ଷିଣ ପଶ୍ଚିମରେ 140 କିମି ଦୂରରେ ଥିବା ବେଳେ ବିଶାଖାପାଟଣା ଠାରୁ 280, ଗୋପାଳପୁର ଠାରୁ 520 ଏବଂ ପୁରୀ ଠାରୁ 630 କିମି ଦକ୍ଷିଣ ପଶ୍ଚିମରେ ରହିଥିଲା l
ଏହା ଘଣ୍ଟା ପ୍ରତି 6 କିମି ବେଗରେ ଗତି କରୁଥିଲା l