ଦୁର୍ଘଟଣାରୁ ବର୍ତ୍ତିଲା ସମତା ଏକ୍ସପ୍ରେସ, ବଗି ଛାଡି ଚାଲିଗଲା ଇଂଜିନ

ଆନ୍ଧ୍ର ପ୍ରଦେଶର ସୀତାନଗରମ ଷ୍ଟେସନ ନିକଟରେ ଆଜି ବିଶାଖାପାଟଣା -ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଥିବା ଯାତ୍ରୀ ମାନେ ଜଣାଇଛନ୍ତି l

22 ଟି ବଗି ଥିବା ଏହି ଟ୍ରେନର ଇଂଜିନ ବଗିକୁ ଛାଡି ପ୍ରାୟ ଦୁଇ କିଲୋମିଟର ପଳାଇବା ପରେ ପୁଣି ପଛକୁ ଫେରି ଟ୍ରେନକୁ ନେଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes