ଅଘୋଷିତ ବିଦ୍ୟୁତ କାଟକୁ ନେଇ ଧାରଣା

ବାଲେଶ୍ଵର ଜିଲ୍ଲା ଶ୍ୟାମ ସୁନ୍ଦରପୁର ପଞ୍ଚାୟତ ଚାନ୍ଦଗୁଛି ଠାରେ ଥିବା ବିଦ୍ୟୁତ କାର୍ଯ୍ୟଳୟରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଗ୍ରାମବାସୀମାନଙ୍କ ପକ୍ଷରୁ ଆଜି ସକାଳରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes