ଭୁବନେଶ୍ବର ସ୍ଥିତ ଲୋକସେବା ଭବନ ଠାରେ ଏସସି ଓ ଏସଟି ବିକାଶ,ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଆଜି ଭେଟିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ l
ମା ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡ ଗଠନର ଯଥାଶୀଘ୍ର ସ୍ୱୀକୃତୀପ୍ରାପ୍ତ କରାଯିବା ନେଇ ଶ୍ରୀ ପ୍ରଧାନ ଆଲୋଚନା କରିଛନ୍ତି।