ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟିଲେ ତାଳଚେର ବିଧାୟକ

ଭୁବନେଶ୍ବର ସ୍ଥିତ ଲୋକସେବା ଭବନ ଠାରେ ଏସସି ଓ ଏସଟି ବିକାଶ,ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଆଜି ଭେଟିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ l

ମା ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡ ଗଠନର ଯଥାଶୀଘ୍ର ସ୍ୱୀକୃତୀପ୍ରାପ୍ତ କରାଯିବା ନେଇ ଶ୍ରୀ ପ୍ରଧାନ ଆଲୋଚନା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version