ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 1 ଆହତ

ରାଉରକେଲା ଲାଠିକଟାର ଦଲାକୁଦର ନିକଟରେ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଆଜି ସନ୍ଧ୍ୟାରେ ସଂଘର୍ଷ ହୋଇଛି ଏବଂ ପରସ୍ପରକୁ ଛୁରାମାଡ଼ କରିଛନ୍ତି l ଏଥିରେ ଦୁଇଜଣ ଆହତ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରାଯାଇଛି l

ଯୁବତୀଙ୍କ ଘର ଆଗରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

ବିବାହ କରିବାକୁ ଯୁବତୀ ମନା କରିବାରୁ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ମୃତ ଯୁବକଙ୍କ ପତ୍ନୀ ହତ୍ୟା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି।

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଗଳାକଟା ମୃତଦେହ ଉଦ୍ଧାର

ରାଉରକେଲା ବନ୍ଧମୁଣ୍ଡା ଥାନା ତିଲକାନଗରରୁ ଯୁବକଙ୍କ ଗଳାକଟା ମୃତଦେହ ଉଦ୍ଧାର ହୋଇଛି।

ମୃତଦେହ ନିକଟରୁ ଧାରୁଆ ଅସ୍ତ୍ର, କାଚ ବୋତଲ ଆଦି ଜବତ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Nuakhai wishes