ଯୁବତୀଙ୍କ ଘର ଆଗରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

ବିବାହ କରିବାକୁ ଯୁବତୀ ମନା କରିବାରୁ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ମୃତ ଯୁବକଙ୍କ ପତ୍ନୀ ହତ୍ୟା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି।

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଗଳାକଟା ମୃତଦେହ ଉଦ୍ଧାର

ରାଉରକେଲା ବନ୍ଧମୁଣ୍ଡା ଥାନା ତିଲକାନଗରରୁ ଯୁବକଙ୍କ ଗଳାକଟା ମୃତଦେହ ଉଦ୍ଧାର ହୋଇଛି।

ମୃତଦେହ ନିକଟରୁ ଧାରୁଆ ଅସ୍ତ୍ର, କାଚ ବୋତଲ ଆଦି ଜବତ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଏସ.ପି କାର୍ଯ୍ଯାଳୟକୁ ଯାନ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି

ସୁନ୍ଦରଗଡ ଜିଲ୍ଲା ପୋଲିସ ଏସ.ପି କାର୍ଯ୍ଯାଳୟକୁ ଗୋଟିଏ ଯାନ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଅଗଷ୍ଟ ୧୦ ଯାଏ ବିଡ ଆବେଦନ କରିପାରିବେ।

ଆଇ.ଟି.ଡି.ଏକୁ ସାମଗ୍ରୀ ଯୋଗାଣ ସକାଶେ ଟେଣ୍ତର

ସୁନ୍ଦରଗଡ ଜିଲ୍ଲା ପାନପୋଷ ଆଇ.ଟି.ଡି.ଏ କାର୍ଯ୍ଯାଳୟକୁ ବିଭିନ୍ନ ସାମଗ୍ରୀ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଅଗଷ୍ଟ ୦୧ ଭିତରେ ବିଡ ଦାଖଲ କରିବାକୁ ସୂଚନା ଦିଆଯାଇଛି।

ଔଷଧ ଓ ଅନ୍ଯାନ୍ଯ ସାମଗ୍ରୀ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି

ସୁନ୍ଦରଗଡ ଜିଲ୍ଲା ସି.ଡି.ଏମ.ଓ କାର୍ଯ୍ଯାଳୟ ତରଫରୁ ଔଷଧ ଓ ଅନ୍ଯାନ୍ଯ ସାମଗ୍ରୀ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଆସନ୍ତା ଅଗଷ୍ଟ ୦୧ ଭିତରେ ବିଡ ଆବେଦନ କରିପାରିବେ।

ହେମଗିର ବ୍ଳକକୁ ଯାନ ଯୋଗାଣ ସକାଶେ ଟେଣ୍ତର

ସୁନ୍ଦରଗଡ ଜିଲ୍ଲା ହେମଗିର ପଞ୍ଚାୟତ ସମିତି କାର୍ଯ୍ଯାଳୟକୁ ଗୋଟିଏ ଯାନ ଭଡା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଅଗଷ୍ଟ ମାସ ୦୫ ଭିତରେ ବିଡ ଆବେଦନ କରିପାରିବେ।

ଓରମାସକୁ ଯାନ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି

ସୁନ୍ଦରଗଡ ଜିଲ୍ଲା ଓରମାସକୁ ଗୋଟିଏ ଯାନ ଭଡା ସକାଶେ ଟେଣ୍ତର ପ୍ରକାଶ ପାଇଛି।

ଆଶାୟୀ ଅଗଷ୍ଟ ମାସ ୦୮ ଭିତରେ ବିଡ ଆବେଦନ କରିପାରିବେ।

Nuakhai wishes