ସୁନ୍ଦରଗଡରେ ଦିନକରେ ୧୭୬ କରୋନାରେ ଆକ୍ରାନ୍ତ August 2, 2022 by Odisha ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ୧୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l