ସୁନ୍ଦରଗଡରେ ଦିନକରେ ୧୭୬ କରୋନାରେ ଆକ୍ରାନ୍ତ August 1, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ୧୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l