ତାଳଚେରରୁ ଅଯୋଧ୍ୟା ଶୁଭମଙ୍କର ପଦଯାତ୍ରା

ତାଳଚେରରୁ ଅଯୋଧ୍ୟା ଦୀର୍ଘ ୧୦୦୦ କିଲୋମିଟର ରାସ୍ତା ପଦଯାତ୍ରାରେ ବାହାରିଛନ୍ତି ତାଳଚେରର ଶୁଭମ ସାହୁ।

ଶହ ଶହ ଶ୍ରଦ୍ଧାଳୁ ଆଜି ତାଙ୍କୁ ଅଯୋଧ୍ୟା ଅଭିମୁଖେ ବାହାରିଥିବା ସମୟରେ ଜୟ ଶ୍ରୀରାମ ଧ୍ୱନି ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

କଳିଙ୍ଗ ନଗର ମୃତ ଆଦିବାସୀଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

ଐତିହାସିକ କଳିଙ୍ଗ ନଗର ଶହିଦ୍ ଦିବସ ଅବସରରେ ନିଜର ଭିଟାମାଟି ପାଇଁ ପୋଲିସ୍ ଗୁଳିରେ ଶହିଦ୍ ହୋଇଥିବା କଳିଙ୍ଗ ନଗରର ୧୪ ଜଣ ଆଦିବାସୀଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ ସହିତ କ୍ୟାଣ୍ଡେଲ୍ ଶୋଭଯାତ୍ରା ଓ ଶ୍ରଦ୍ଧାଞ୍ଜଳୀ ସଭା ତାଳଚେର ଫାଷ୍ଟଗେଟ୍ ସ୍ଥିତ ରାମଚନ୍ଦ୍ର ବଜାର ଠାରେ ଅନୁଷ୍ଠିତ ହୋଇଥିଲା ।

କଂଗ୍ରେସ୍ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏହି ଶ୍ରଦ୍ଧାଞ୍ଜଳୀ ସଭା ସହ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଡଙ୍ଗା ଭସାଇବାକୁ ଯାଇ ବୁଡ଼ିଗଲେ ଯୁବକ

ଅନୁଗୁଳ ଜିଲ୍ଲା ତାଳଚେର ସମଲ ରାଇଟ କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତ ଯୁବକ ପାଲଲହଡ଼ା ଚଷା ଗୁରୁଜାଙ୍ଗ ଗାଁର, ମାମୁଁ ଘର ଆସିଥିଲେ।

ଟ୍ରକ୍‌ ଧକ୍କାରେ ୩ ମୃତ, ଜଣେ ଗୁରୁତର

ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ଦୁର୍ଘଟଣା ଘଟିଛି। ବସ୍‌ଟି ପଙ୍କଚର ହେବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ।

ହଠାତ ଟ୍ରକ୍ ଆସି ୪ ଯାତ୍ରୀଙ୍କ ଉପରେ ମାଡ଼ିଗଲା। ରେଢ଼ାଖୋଲ ହସ୍ପିଟାଲରେ ୨ ଓ କିଶୋରନଗରରେ ଜଣଙ୍କ ମୃତ୍ୟୁ ଘଟିଛି।

ହାତୀ ଲାଙ୍ଗୁଡ ଟାଣି ଯୁବକ ଗିରଫ

ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ।

ଅନୁଗୋଳ ବଅଁରପାଳ ବ୍ଲକ ଅଞ୍ଚଳରେ ଗତ କିଛି ମାସ ତଳେ ଦନ୍ତାକୁ ହଇରାଣ କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ସ୍ଥାନୀୟ ଅଞ୍ଚଳର ଦିନେଶ ସାହୁ ଦନ୍ତାର ଲାଞ୍ଜ ଟାଣିଥିଲେ ।

ଟ୍ରେନ୍‌ ଦୁର୍ଘଟଣା : ପୁଣି ୫ ଟ୍ରେନ୍‌ ବାତିଲ

ଟ୍ରେନ୍‌ ଦୁର୍ଘଟଣା ପରେ ଲିଙ୍କ୍ ରେକ୍‌ ଓ ଟାଇମ୍‌ ଆଡଜଷ୍ଟ ପାଇଁ ୫ ଟ୍ରେନ୍‌ ବାତିଲ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ।

ମୁମ୍ବାଇରୁ ଆଜି ଛାଡ଼ିବାକୁ ଥିବା କୋଣାର୍କ ଏକ୍ସପ୍ରେସ ବାତିଲ ହୋଇଥିବା ବେଳେ ୨ ତାରିଖରେ ଭୁବନେଶ୍ୱର ଛାଡ଼ିବାକୁ ଥିବା କୋଣାର୍କ ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି। ଆଜି ସନ୍ତ୍ରାଗାଛି ଛାଡ଼ିବାକୁ ଥିବା କରମଣ୍ଡଳ ଏକ୍ସପ୍ରେସ ଏବଂ ହାୱଡ଼ାରୁ ଛାଡ଼ିବାକୁ ଥିବା ହାୱଡ଼ା-ବାଙ୍ଗାଲୋର ଏକ୍ସପ୍ରେସ ବାତିଲ ହୋଇଛି।

Nuakhai wishes