ଦେବଗଡ଼ରେ ମାଟିତଳୁ ନଗଦ ୩୨ ଲକ୍ଷ ଟଙ୍କା ଜବତ କଲା ସମ୍ବଲପୁର ପୁଲିସ

ଗତ ୧୬ ତାରିଖରେ ସମ୍ବଲପୁରର ଭିଏସ୍ଏସ୍ ମାର୍ଗ ସ୍ଥିତ ଏକ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ସିସିଟିଭି ଫୁଟେଜ ଆଧାରରେ ସମ୍ବଲପୁର ପୁଲିସ ତଦନ୍ତ କରି ଜଣେ ପୂର୍ବତନ କର୍ମଚାରୀଙ୍କ ସହ ୪ ଜଣଙ୍କୁ ଗିରଫ କରିବା ପରେ ଏହି ଟଙ୍କା ଜବତ କରିଛି।

ବନ୍ଧୁ ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ

ଦେବଗଡ଼ ଜିଲ୍ଲାର କୁଣ୍ଢେଇଗୋଲା ଥାନା ଅନ୍ତର୍ଗତ ଖିଲେଇ ଗ୍ରାମରେ 2017 ମସିହାରେ ବନ୍ଧୁକୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ଗୁରୁଚରଣ ଶବରକୁ ଆଜି ଜିଲ୍ଲା ଦୌରାଜଜ ଆଜୀବନ ଜେଲ ସହ 10 ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି l

ହତ୍ୟାକାରୀ ଗୁରୁଚରଣ ଶବରକୁ ଆଜୀବନ କାରାଦଣ୍ଡ

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଖିଲେଇ ଗାଁର ଜିତେନ୍ଦ୍ର ସାହୁ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀ ଗୁରୁଚରଣ ଶବରକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଦେବଗଡ ଜିଲ୍ଲା ଦୌରାଜଜ୍।

ସୂଚନା ଯୋଗ୍ୟ, ୨୦୧୭ ଅଗଷ୍ଟ ୧୭ରେ ଶାବଳରେ ଜିତେନ୍ଦ୍ର ସାହୁକୁ ଆକ୍ରମଣ କରି ହତ୍ୟା କରିଥିଲା ଗୁରୁଚରଣ ଶବର।

Nuakhai wishes