ଭିଜିଲାନ୍ସ ଜାଲରେ ଗଣିଆ ଅତିରିକ୍ତ ତହସିଲଦାର

ଲାଞ୍ଚ ନେଇ ଧରାପଡ଼ିଲେ ନୟାଗଡ଼ ଜିଲ୍ଲାର ଗଣିଆ ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା।

ସରକାରୀ କ୍ୱାର୍ଟର୍ସରେ ୩ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ। ବାଲି ବୋଝେଇ ଟ୍ରକ ଛାଡ଼ିବାକୁ ଲାଞ୍ଚ ନେଉଥିଲେ ଅତିରିକ୍ତ ତହସିଲଦାର।

ଘରୋଇ କଳିରୁ ସ୍ତ୍ରୀ, ବୋହୂକୁ ଟାଙ୍ଗିଆରେ ଆକ୍ରମଣ

ନୟାଗଡ଼ ଜିଲ୍ଲା ତିଳାବାଡ଼ି ଗାଁରେ ଘର ଭିତରେ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ ୧୩୯ ମିମି ବର୍ଷା ରେକର୍ଡ

ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ୨ଟି ସ୍ଥାନରେ ଅତିପ୍ରବଳ ଓ ୧୦ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

ଖୋର୍ଦ୍ଧା ବୋଲଗଡ଼ରେ ୧୨୮ ମିମି ଏବଂ ବାଙ୍କୀରେ ୯୩ ମିମି ବର୍ଷା ହୋଇଛି।

5T ସଚିବଙ୍କ ରଣପୁର ଗସ୍ତକୁ ବିଜେପିର ବିରୋଧ

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳାପତାକା ପ୍ରଦର୍ଶନ ସହ ନାରାବାଜି କରାଯାଇଛି।

ସଚିବ ଜଗନ୍ନାଥ ମନ୍ଦିରରେ ପହଞ୍ଚିବା ପରେ ଗୋ ବ୍ୟାକ୍ ନାରାବାଜି କରିଥିଲେ ବିଜେପି କର୍ମୀ।

ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଆୟଠାରୁ ୨୬୮% ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍।ଭୁବନେଶ୍ବରରେ ୫ଟି ବଡ଼ କୋଠା, ନିମାପଡ଼ାରେ ଫାର୍ମ ହାଉସ ମିଳିଥିଲା।

ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଅଚଳାଚଳ ସଂପତ୍ତି ଠାବ

ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଭୁବନେଶ୍ବରରେ ୫ଟି ବଡ଼ କୋଠା, ଫାର୍ମ ହାଉସ୍, ମାର୍କେଟ କଂପ୍ଲେକ୍ସ ଠାବ ହୋଇଛି।

ଭୀମଟାଙ୍ଗିରେ ୨ ମହଲା ଓ ରାଜାରାଣୀ କଲୋନୀରେ ୩ ମହଲା କୋଠା, ଶିଶୁପାଳଗଡ଼ରେ ଗୋଟିଏ, ଲୁଇସ୍ ରୋଡ୍‌ରେ ଗୋଟିଏ କୋଠା, ରାଜାରାଣୀ କଲୋନୀରେ ଆଉ ଗୋଟିଏ ୩ ମହଲା କୋଠା, ନିମାପଡ଼ାରେ ଫାର୍ମ ହାଉସ୍ ଓ ୧୦ଟି ଦୋକାନ ଥିବା ମାର୍କେଟ କଂପ୍ଲେକ୍ସ, ୬୦ ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ ହୋଣ୍ଡା କାର୍ ଓ ୨ଟି ବାଇକ୍ ଠାବ ହୋଇଛି।ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ବେଳେ ସଂପତ୍ତି ପରିମାଣ ଆହୁରି ବଢ଼ିବା ସମ୍ଭାବନା ରହିଛି।

Nuakhai wishes