ପୋଖରୀରେ ବୁଡ଼ି ୨ ନାବାଳକ ମୃତ

ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଗାଧୋଇବା ବେଳେ ୨ ଅଷ୍ଟମ ଶ୍ରେଣୀ ଛାତ୍ର ବୁଡ଼ି ଯାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes