ଆଜି ପହୁଡ଼ ପରେ ରତ୍ନ ସିଂହାସନ ଚାରମାଳ କରାଯିବ ପରେ ମହାପ୍ରଭୁଙ୍କ ବାହୁଟ କଣ୍ଟା କରାଯିବ ।
ଆସନ୍ତାକାଲି ସକାଳୁ ବଉଳ କାଠରେ ସେନାପଟ ଲାଗି କରାଯିବ ଫଳରେ ଶ୍ରୀଅଙ୍ଗ ସୁରକ୍ଷିତ ଏବଂ ଭକ୍ତ ମାନେ ଦର୍ଶନ କରିପାରିବେ ଏବଂ ସ୍ନାନ ଯାତ୍ରା ପରିପ୍ରେକ୍ଷୀରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ନିମନ୍ତେ ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।