ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ଆଜି ପହୁଡ଼ ପରେ ରତ୍ନ ସିଂହାସନ ଚାରମାଳ କରାଯିବ ପରେ ମହାପ୍ରଭୁଙ୍କ ବାହୁଟ କଣ୍ଟା କରାଯିବ ।

ଆସନ୍ତାକାଲି ସକାଳୁ ବଉଳ କାଠରେ ସେନାପଟ ଲାଗି କରାଯିବ ଫଳରେ ଶ୍ରୀଅଙ୍ଗ ସୁରକ୍ଷିତ ଏବଂ ଭକ୍ତ ମାନେ ଦର୍ଶନ କରିପାରିବେ ଏବଂ ସ୍ନାନ ଯାତ୍ରା ପରିପ୍ରେକ୍ଷୀରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ନିମନ୍ତେ ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes