ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟରେ ଥିବା ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ଆଜି ପରିଦର୍ଶନରେ ଗଞ୍ଜାମ ଜିଲ୍ଲାପାଳ ବିଜୟା ଆମ୍ବୃତା କୁଲାଙ୍ଗେ, ଉପ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଆସିଷ୍ଟାଣ୍ଟ ତହସିଲଦାର ମୋନଜ ପ୍ରଭାକର କୁଜୁରୁ, ଆର୍ ଆଇ ସନ୍ତୋଷ କୁମାର ବିଷୋୟୀ, ପୂର୍ତ୍ତ ବିଭାଗର କର୍ମଚାରୀ ପ୍ରମୁଖ ଆଲୋଚନା କରୁଛନ୍ତି।