କୁଟାସିଂହା ଗ୍ରାମପଞ୍ଚାୟତ କପିଳେଶ୍ଵର ମନ୍ଦିର ପରିସରରେ ଶନିବାର ଶନୈଶ୍ଚରାୟ ମନ୍ଦିର ପ୍ରତିଷ୍ଟା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ସର୍ବେଶ୍ଵର ମହାରାଜ ଡ଼ିମ୍ବୁର ଗଡ ବାବାଙ୍କ ତତ୍ତ୍ବବଧାନରେ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବରେ ପୂଜକ ଦାୟିତ୍ୱ ତୁଲାଇଥିଲେ ସତୃଘ୍ନ ପୂରୋହିତ ,ଏବଂ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ ପ୍ରକାଶ ପାତ୍ର ପତ୍ନୀ ଗୀତାଞ୍ଜଳି ପାତ୍ର ଏବଂ ଗ୍ରାମର ସମସ୍ତ ସଂକିର୍ତ୍ତନ ଦଳ ମହାମନ୍ତ୍ର ଜପ କରିଥିଲେ ।