କଳିଙ୍ଗ ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଣ୍ଡପିକ୍ସ ସିରିଜ ଆଜିଠୁ

ଆଜିଠୁ ଆସନ୍ତା 24ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଛି ଇଣ୍ଡିଆନ ଗ୍ରାଣ୍ଡପିକ୍ସ ସିରିଜ l ଏଥିରେ ପ୍ରତିଦିନ 17ଟି କାର୍ଯ୍ୟକ୍ରମ ହେବ ଆଉ 117ଜଣ ଆଥଲେଟ୍ସ ଯୋଗଦେବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes