କଥା ରଖିଲେ ସରପଞ୍ଚ, ଗାଁରେ ବଣ୍ଟନ କଲେ ଚାଉଳ

କଳାହାଣ୍ଡି ଜିଲ୍ଲା ଏମ ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ମୋହନଗିରି ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର ଧରୁଆ ଆଜି ଗାଁ ଗାଁ ଯାଇ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିଛନ୍ତି ।

ଏହି ଅବସରରେ ପଣ୍ଡାପଦର ଗ୍ରାମର ଲୋକେ ସରପଞ୍ଚଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes