ଆଜି ନ୍ୟାୟ ପାଇବାରୁ ବଂଚିତ ଏକ ଅଗ୍ନି ବିପନ୍ନ ପରିବାର ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିବା ଘଟଣା ଜିଲାରେ ଚର୍ଚ୍ଚାରେ ବିଷୟ ହୋଇଛି ।
ଏହି ଘଟଣାରେ ପୁଲିସ୍ ସେମାନଙ୍କୁ ନିଜ ଆୟତ୍ତକୁ ନେବାସହ ପରିବାରର ୪ ଜଣଙ୍କୁ ସହରାଞ୍ଚଳ ଥାନାରେ ଅଟକ ରଖିଛି।