ଭଦ୍ରକର ଜନପ୍ରିୟ ନେତା ଇକ୍‌ବାଲ ଖାନ୍ ଆଉ ନାହାନ୍ତି

ଆଜି ଭଦ୍ରକ ପୌର ରାଜନିତୀର ଅନ୍ୟତମ ବରିଷ୍ଠ ଓ ଟାଣୁଆ ନେତା ଇକବାଲ ଖାନ୍‌ଙ୍କ ତାଙ୍କ ପୈତୃକ ବାସଭବନ ପୁରୁଣାବଜାରସ୍ଥିତ ଛଡ଼ାକମହଲାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।

ଦୀର୍ଘ ମାସ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ପ୍ରାକ୍ତନ ପାରିଷଦ ଜେବା ଇକବାଲ, ଦୁଇ ଭାଇ , ତିନି ଭଉଣୀ, ଏକମାତ୍ର ପୁତ୍ର ସରବୁଲନ୍ଦ ଖାନ, ପୁତ୍ରବଧୂ, ଦୁଇ ଝିଅ ଗୁଲାମ ଦାନ ଖାନ, ବକମଲା ଖାନ, ଭାଣିଜୀ ନବ ନିର୍ବାଚିତା ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ,  ଭଉଣୀ ପ୍ରାକ୍ତନ ପୌର ଉପାଧ୍ୟକ୍ଷା ତାହେରା ଖାତୁନ, ଓ ସମସ୍ତ ପରିବାର ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes