କଲେଜ ୱେଲ୍‌କମ୍ ଫଙ୍କସନରେ ସହପାଠୀଙ୍କୁ ଛୁରାମାଡ

ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବରପଦା ଇଂଜିନିୟରିଂ କଲେଜର ଏମ୍‌ବିଏ ଦ୍ୱିତୀୟ ବର୍ଷ ଡିପାର୍ଟମେଣ୍ଟରେ ଆଜି ୱେଲକମ୍ ଫଙ୍କସନ ହେଉଥିବାବେଳେ ପରିଚାଳନାକୁ ନେଇ ଛାତ୍ର ବିକାଶ ମହାପାତ୍ର କେତେକ ଅଣଛାତ୍ରଙ୍କୁ ସଂଗଠିତ କରି ଦୀପକ ମାଝୀ ନାମକ ଜଣେ ଛାତ୍ରକୁ ଛୁରୀଦ୍ୱାରା ଗୁରୁତର କରିଥିବାନେଇ ଥାନାରେ ଅଭିଯୋଗ ହୋଇଛି।

ଦୀପକ ଏବେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes