କରଞ୍ଜିଆ ସହରରେ ଗତକାଲି ରାତିରେ ବରଯାତ୍ରୀ ସହ ଯାଉଥିବା ଏକ ଶୋଭାଯାତ୍ରାରେ ଜଣେ ସାପୁଆ କେଳା ସାପ ସହ ନାଚୁଥିବା ବେଳେ ନାଗୀନ ଗୀତର ତାଳେ ତାଳେ ସହ ତା ସହ ଅନ୍ୟ ପାଞ୍ଚ ଜଣ ମଧ୍ୟ ନାଚୁଥିଲେ l
ଖବର ପାଇ ବନବିଭାଗ କର୍ମଚାରୀ ସାପଟିକୁ ଉଦ୍ଧାର କରିଥିବା ବେଳେ କେଳା ସହ ଅନ୍ୟ ପାଞ୍ଚ ଜଣଙ୍କୁ ଅଟକ ରଖିଛନ୍ତି l