ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଆଞ୍ଚଳିକ ଉଚ୍ଚ ବିଦ୍ଯାପୀଠ, କେନଝିରିଆପାଲି ହାଇସ୍କୁଲର ମାନସ ରଞ୍ଜନ ରଥ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ ବ୍ଳକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆଜି ସ୍କୁଲ ପକ୍ଷରୁ ସୂଚନା ମିଳିଛି।
ଗଣିତ ଶିକ୍ଷକ ଦିନବନ୍ଧୁ ପ୍ରଧାନ ଓ ସମସ୍ତ ଶିକ୍ଷକଙ୍କ ଆଶିର୍ବାଦରୁ ଏହା ସମ୍ଭବ ବୋଲି ମାନସ ଖୁସିରେ କହିଛନ୍ତି।