ଜଳିଗଲା ଚଳନ୍ତା କାର, ବର୍ତ୍ତିଲେ ଦୁଇ ଆରୋହୀ

ରାଉରକେଲାର ଆମ୍ବାଗାନ ଛକରେ ଆଜି ମଧ୍ୟାହ୍ନରେ ଅଚାନକ ଏକ ଚଳନ୍ତା କାରରେ ନିଆଁ ଲାଗି ଯାଇଥିଲା l

କାରରେ ଥିବା ଦୁଇ ଆରୋହୀ ଅଳ୍ପକେ ବର୍ତ୍ତି ଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes