କମିରା ଗ୍ରାମର ହରିଜନ ପଡା ଠାରେ ଆସନ୍ତା ୨୫,୨୬ ଏବଂ ୨୭ ତାରିଖରେ, କଳସ ଯାତ୍ରା, ଅଷ୍ଟପ୍ରହରୀ ନାମ ଯଜ୍ଞ ଏବଂ ବୈଠକି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ, ଆଜି ମଧ୍ୟାନ୍ନରେ ଏଥି ପାଇଁ ଶୁଭସ୍ତମ୍ଭ ସ୍ଥାପନ କରା ଯାଇଛି l
ତେବେ ଏହି କାର୍ଯ୍ୟକ୍ରମରେ କମଳ ରାଜହଂସ ଶସ୍ତ୍ରିକ କର୍ତା କାର୍ଯ୍ୟ ତୁଲେଇ ଥିବାବେଳେ, ଏହି କାର୍ଯ୍ୟକ୍ରମରେ ସମସ୍ତ ପଡା ବାସିନ୍ଦା ଯୋଗଦାନ କରିଥିଲେ l