କମିରାରେ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ଶୁଭସ୍ତମ୍ଭ ସ୍ଥାପନ

କମିରା ଗ୍ରାମର ହରିଜନ ପଡା ଠାରେ ଆସନ୍ତା ୨୫,୨୬ ଏବଂ ୨୭ ତାରିଖରେ, କଳସ ଯାତ୍ରା, ଅଷ୍ଟପ୍ରହରୀ ନାମ ଯଜ୍ଞ ଏବଂ ବୈଠକି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ, ଆଜି ମଧ୍ୟାନ୍ନରେ ଏଥି ପାଇଁ ଶୁଭସ୍ତମ୍ଭ ସ୍ଥାପନ କରା ଯାଇଛି l

ତେବେ ଏହି କାର୍ଯ୍ୟକ୍ରମରେ କମଳ ରାଜହଂସ ଶସ୍ତ୍ରିକ କର୍ତା କାର୍ଯ୍ୟ ତୁଲେଇ ଥିବାବେଳେ, ଏହି କାର୍ଯ୍ୟକ୍ରମରେ ସମସ୍ତ ପଡା ବାସିନ୍ଦା ଯୋଗଦାନ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes