ଭୁବନେଶ୍ୱରରେ ନଡ୍ଡା, ବାଇକ୍ ଶୋଭାଯାତ୍ରାରେ ବାହାରିଲେ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳୀୟ ନେତା କର୍ମୀଙ୍କ ସହ ବାଇକ୍ ଶୋଭାଯାତ୍ରାରେ ବାହାରିଛନ୍ତି।

ସେ ରାମ ମନ୍ଦିର ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟାଳୟକୁ ଶୋଭାଯାତ୍ରାରେ ଯାଉଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes