ପୁରୀର ଏକ ତାରକା ହୋଟେଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ମହିଳା ଜଣକ ବେଙ୍ଗାଲୁରର ବୋଲି ସୂଚନା ମିଳିଛି। ସେ କନଫରେନ୍ସରେ ଯୋଗଦେବାକୁ ଆସିଥିଲେ। ମୃତଦେହ ଜବତ କରି ସି ବିଚ୍ ପୁଲିସ ତଦନ୍ତ ଆରମ୍ଭ କରିଛି।
Credible Local News of Odisha