ମମିତା ମେହେର ହତ୍ୟା ମାମଲାରେ ସାକ୍ଷ୍ୟଗ୍ରହଣ

ମମିତା ମେହେର ହତ୍ୟା ମାମଲାରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଛି।

କୋର୍ଟରେ ୨ ଅଭିଯୁକ୍ତ ଗୋବିନ୍ଦ ଓ ରାଧେ ହାଜର ହୋଇଥିବା ବେଳେ ମମିତାଙ୍କ ୨ ଭାଇ, ବାପା ଓ ମାଆଙ୍କ ସାକ୍ଷ୍ୟଗ୍ରହଣ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes