କୋରାପୁଟ ଜିଲ୍ଲା ମାଛକୁଣ୍ଡ ଏବଂ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅଞ୍ଚଳରେ କୋରାପୁଟ ପୁଲିସ, ଏସ୍ଓଜି, ଡିଭିଏଫ୍ ମିଳିତ ଅପରେସନ୍ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି।
ବିପୁଳ ବିସ୍ଫୋରକ, ୩୧ ଜିଲାଟିନ୍ ଷ୍ଟିକ୍, ୧୧ ଡିଟୋନେଟର, ୨ଟି ଟିଫିନ ବୋମା, ୭୦ ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରିଛି ପୁଲିସ।