ବାରିପଦାରେ ଭୋଟର ସଚେତନତା ରଥର ଶୁଭାରମ୍ଭ

ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଦୁଇ ଗୋଟି ଭୋଟର ସଚେତନତା ରଥକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଉକ୍ତ ରଥ ଗୁଡିକ ବାରିପଦା ଉପଖଣ୍ଡ ଅଧିନ ୧୦ ଗୋଟି ବ୍ଲକ ସହିତ ପୋୖରାଞ୍ଚଳରେ ପରିଭ୍ରମଣ କରି ଭାରତର ଗଣତନ୍ତ୍ରକୁ ସୁଦୃଢ କରିବା ତଥା ନିର୍ବାଚନରେ ସ୍ୱଚ୍ଛତା ଓ ନିଭୁଲ ଭୋଟର ତାଲିକା ଆଣିବା ଉଦ୍ଦେଶ୍ୟରେ ମତଦାତାମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes