କଟକରୁ ବିପୁଳ ରୁପା ଇଟା, ୧୦ ଲକ୍ଷ ଟଙ୍କା ଜବତ

କଟକ ଟାଙ୍ଗି ଟୋଲ୍‌ଗେଟ୍‌ରେ ଯାଞ୍ଚ ବେଳେ ଅବକାରୀ ସ୍କ୍ୱାଡ୍ ବିପୁଳ ରୁପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ଓ ୧୦ ଲକ୍ଷ ଟଙ୍କା ଜବତ କରିଛି।

ଅବକାରୀ ସ୍କ୍ୱାଡ୍ ଗଞ୍ଜେଇ ଚାଲାଣ ନେଇ ଚଢ଼ାଉ କରିବା ବେଳେ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର୍‌ରୁ ଏସବୁ ସାମଗ୍ରୀ ଜବତ ହୋଇଛି। ରୁପା ଇଟା ଆସିକାରୁ ଖଡ଼ଗପୁର ଚାଲାଣ ହେଉଥିଲା। ଅବକାରୀ ସ୍କ୍ୱାଡ୍ ୨ ଜଣକୁ ଅଟକ ରଖି ପଚରଉଚରା କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes