ଖୋର୍ଦ୍ଧା ଜିଲ୍ଲା ଜଂକିଆ ପୁଲିସ ପକ୍ଷରୁ ଗୟାବନ୍ଧ ଅଂଚଳରେ ଚଢ଼ାଉ କରାଯାଇ ଦୁଇଟି ମାଙ୍କଡା ପଥର ବୋଝେଇ ଗାଡି ଜବତ କରାଯାଇଛି।
ଜଣେ ଡ୍ରାଇଭରକୁ ପୁଲିସ ଗିରଫ କରିଥିବା ବେଳେ ଥାନାରେ ୩୩୦/୨୨ରେ ମାମଲା ରୁଜୁ ହୋଇଛି।
Credible Local News of Odisha