ଗୁଳିମାଡ଼ରେ ଯୁବକ ମୃତ, ଜଣେ ଗୁରୁତର

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ଗ୍ରାମରେ ଆଜି ଅପରାହ୍ନରେ ପୂର୍ବା ଶତ୍ରୁତାରୁ ହୋଇଥିବା ଗୁଳିମାଡ଼ରେ ସୁଶାନ୍ତ ସେଠୀ ନାମକ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛି l
ପୁଲିସ ଘଟଣାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes