ଭୁବନେଶ୍ୱରରେ ଦିନକରେ 280 ନୂଆ କରୋନା ଆକ୍ରାନ୍ତ

ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 280 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 221 ଜଣ ସୁସ୍ଥ ହୋଇଛନ୍ତି l ଏବେ ଭୁବନେଶ୍ୱରରେ 980 ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes