ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ସୁରୁବାଲି ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ସୁରୁବାଲି ନଦୀରେ ଚଳିତ ବର୍ଷର ପ୍ରଥମ ବର୍ଷା ଜଳ ପ୍ରବାହିତ ହୋଇଛି।
ଫଳରେ ସୁବଳୟା ଅଂଚଳରେ ଲୋକେ ଗାଧୋଇବା ପାଇଁ ଆଗରୁ ଅସୁବିଧାର ସମ୍ମୁଖୀନ୍ନ ହେଉଥିବା ବେଳେ ଏବେ ସୁରୁବାଲି ନଦୀରେ ପାଣି ଦେଖି ଆଶ୍ବସ୍ତି ଅନୁଭବ କରୁଥିବା କହିଛନ୍ତି l