ବିଏମସିର ଡ୍ରାଇ ଡେ

ବିଏମସିର ଡ୍ରାଇ ଡେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିଷ୍ପତ୍ତି ଅନୁସାରେ ଡେଙ୍ଗୁ ଓ ପରିମଳ ସଚେତନତା ପାଇଁ ଗୁରୁବାର ଓ ରବିବାର ଡ୍ରାଇ ଡେ ପାଳନ କରାଯିବ l

ଏହା ଆଜିଠୁ ଆରମ୍ଭ ହୋଇଛି l ଆମରି ହାତରେ ଆମରି ସ୍ୱାସ୍ଥ୍ୟ ଡେଙ୍ଗୁ ପ୍ରତିକାର ଆମ ଦାୟିତ୍ୱ l ଏହି ନାରା ଦେଇ ସହର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଯାଇଛି l ଏଥିରେ ବିଏମସି କମିଶନର ଏବଂ ମେୟର ସୁଲୋଚନା ଦାସ ଓ ଅନ୍ୟମାନେ ସାମିଲ ହୋଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes