40 ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, 3 ଗିରଫ

ଭୁବନେଶ୍ୱର ଉପକଣ୍ଠରେ 400 ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ତିନି ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କମିଶନର ଆଜି କହିଛନ୍ତି l
ଜବତ ବ୍ରାଉନ ସୁଗରର ମୂଲ୍ୟ 40 ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes