ବ୍ରିଜ ମରାମତି ପାଇଁ ପ୍ରଶାସନକୁ ଅନୁରୋଧ କଲେ ଗ୍ରାମବାସୀ

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସୁଙ୍କି ପଞ୍ଚାୟତ ପଞ୍ଚଲପାଡୁ ଗ୍ରାମ ନିକଟରେ ଥିବା ବ୍ରିଜଟି ପେଡାଗୁଡା, ଅଳସି, ରେଙ୍ଗାଲପାଡୁ, ଉଇଲିମାଡି ଗ୍ରାମକୁ ସଂଯୋଗ କରୁଛି।

ବ୍ରିଜ୍ରଟି ଅଧା ଖଣ୍ଡିଆ ହୋଇ ପଡ଼ିଥିବାରୁ ଲୋକେ ଏକ ସିଡି ମାଧ୍ୟମରେ ଏହି ବ୍ରିଜ ତଳକୁ ଯାଇ ନାଳ ପାର କରନ୍ତି। ଏହାର ମରାମତି ପାଇଁ ଗ୍ରାମର ଲୋକ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes