36 ଘଣ୍ଟାରେ ଭୁବନେଶ୍ୱରରେ 56.7 ମିମି ବର୍ଷା

ଆଜି ଦିନ 2.30 ସୁଦ୍ଧା ଗତ 36 ଘଣ୍ଟାରେ ଭୁବନେଶ୍ୱରରେ 56.7 ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଲିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes