ଡ୍ରାଇଭର ଅଜୟ ଜେଠିକୁ ଜାମିନ, ଇନ୍ସପେକ୍ଟରଙ୍କ ନାଁରେ ମାମଲା

ସୁବର୍ଣ୍ଣପୁର ଜିଲ୍ଲାର ଖାରୀ ବଡବାହାଲିରେ ଗତ ୧୨ ତାରିଖରେ ଅଟୋକୁ ମହିଳା ଇନ୍ସପେକ୍ଟରଙ୍କ ଗାଡ଼ି ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟଣାରେ
ଗାଡି ଡ୍ରାଇଭର ଅଜୟ ଜେଠିଙ୍କୁ ତରଭା କୋର୍ଟରୁ ଜାମିନ ମିଳିଥିବା ବେଳେ ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାଁରେ ମାମଲା ରୁଜୁ କରିଛି ସୋନପୁର ପୁଲିସ।

ଇନ୍ସପେକ୍ଟରଙ୍କ ନାଁରେ ଏମଭି ଆକ୍ଟ ସହ ଆଇପିସିର ଧାରା ୧୧୪ରେ ମାମଲା ରୁଜୁ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes