31 ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, 2 ଗିରଫ

କଟକ ଜିଲ୍ଲା ନିଆଳି ଥାନା ସିଠାଳ ଠାରେ ଆଜ ପୁଲିସ ଚଢ଼ାଉ କରି 310 ଗ୍ରାମର ବ୍ରାଉନ ସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଳ
ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ 31 ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes