ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କପାସିରା ଗ୍ରାମରେ ୩୭ ତମ ଦୁର୍ଗା ପୂଜା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜା କମିଟି ସଭାପତି ରବୀନ୍ଦ୍ର ସେଠି, ଜିତେନ୍ଦ୍ର ମହାକୁଡ଼, ଅଗସ୍ତି ସାହୁ, ପଳସ୍ତି ସାହୁ, ମନୋଜ ସାହୁ, ପ୍ରମୋଦ ସାହୁ, ଜଗା ସାହୁ, ଆର୍ତତ୍ରାଣ ସାହୁ, ଅଭି ପ୍ରଧାନ, ଓ ଆଶିଷ ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ।