30 ଟି ଜିଲ୍ଲାରେ କାଗଜ ବିହୀନ କୋର୍ଟର ଶୁଭାରମ୍ଭ

କଟକସ୍ଥିତ ଜୁଡ଼ିସିଆଲ ଏକାଡେମୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରାଜ୍ୟର 30 ଟି ଜିଲ୍ଲା ପାଇଁ କାଗଜ ବିହୀନ କୋର୍ଟର ଶୁଭାରମ୍ଭ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes