କେନ୍ଦୁପାଲିରେ ବିଶ୍ଵକର୍ମା ପୂଜା ପାଲିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଠାରେ ଆଜି ବିଶ୍ୱକର୍ମା ପୂଜା ଧୁମଧାମରେ ପାଳିତ ହୋଇଯାଇଛି।

ଏଥିରେ ପୂଜକ ମଧୁସୂଦନ ପଣ୍ଡା ପୂଜାକାର୍ଯ୍ୟ ତୁଲାଉଥିବ ବେଳେ ବିକାଶ ମେହେର କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes