27 ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ, ବଲାଙ୍ଗୀରରେ 44

ଆଜି ରାଜ୍ୟରେ 27 ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ଥିବା ବେଳେ 16 ଟି ସହରରେ 42 ଡିଗ୍ରୀ ଉପରେ ଏବଂ 8 ଟି ସହରରେ 43 ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes