ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ସୋନପୁର ସଦରବ୍ଲକ ଛକୋରମାଲ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟୀ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ପ୍ରଧାନ ଶିକ୍ଷକ ବିନୋଦ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିଭାବକ ମାନେ ଯୋଗଦେଇଥିଲେ ଏବଂ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ମୟ ହେଉ ବୋଲି ଶିକ୍ଷକ ରବିନାରାୟଣ ସା ଧନ୍ଯବାଦ ଅର୍ପଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes