24 ଘଣ୍ଟାରେ ଭୁବନେଶ୍ୱରରେ 36.2 ମିମି ବର୍ଷା May 22, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 36.2 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ କହିଛି l